ରସ ନିହାରି ଜଲେବି, ସୁନାଗୁରୀ ବେବି ଛବେଲି।
ପୁଚୁକି ଗାଲି, ବତାଷି ଚାଲି, ସହର ଯାଏ ଦୋହଲି ।
ଦିଲ୍ ଧକ୍ ଧକ୍ ମୋର ଧଡକେ।
ପ୍ରେମ ଶ୍ରାବଣ ରସ ବରସେ, ଉବୁ ଟୁବୁ ପ୍ରେମ ପରଶେ।
ଟିପି ଟିପି ବରଷା ଛିଟା।
ଉପରେ ସାଦା, ଭିତରେ ଓଦା।
ବେଚାରା ଦିଲ୍ ଟା ସେଇଠୀ ଫିଦା।
ଆୱାରା କାୱାରା, ଦିଲ୍ ବେସାହାରା,
ମୋର ମନ ବୁଝେନା।
ମୋ ପ୍ରିୟା ଠାରୁ କିଏ, ଅଛି ଅଧିକ ସୁନ୍ଦର।
ଗଢିଛି କିଏ ସେ, ସେ କି କାରିଗର।
ମୋ ପ୍ରିୟା ଠାରୁ କିଏ, ଅଛି ଅଧିକ ଗୁଣର।
ଗଢିଛି କିଏ ସେ, ସେ କି କାରିଗର।
ଆକାସି ଆଖି, ବନ୍ ଜାରା ସାଥୀ, ମନ ଅତସି ଜହ୍ନ।
ଟିକିଏ ଖୁସୀ, ଚେନାଏ ସ୍ମୃତି, ବେ ଇନ୍ ତେହା ପ୍ରେମ।
ତୁ ହିଁ ତ, ମୋ ଜୀବନ,
ମୋ ପ୍ରଥମ ଖୁସୀର ସକାଳ।
ଆୱାରା କାୱାରା, ଦିଲ୍ ବେସାହାରା,
ମୋର ମନ ବୁଝେନା।
ତୁ ମୋର ଡ୍ରିମ୍, ତୁ ମୋର ଲବ୍, ତୁ ମୋର ଲା ଇଫ୍।
ସ୍ମାଇଲ୍ ତୋର ମୁନ୍ ଲାଇଟ୍।
ତୁ ମୋର ଦିଲ୍ ର ପନାହା।
ଆୱାରା କାୱାରା, ଦିଲ୍ ବେସାହାରା,
ମୋର ମନ ବୁଝେନା।
ମୋ ପ୍ରିୟା ଠାରୁ କିଏ, ଅଛି ଅଧିକ ସୁନ୍ଦର।
ଗଢିଛି କିଏ ସେ, ସେ କି କାରିଗର।
ମୋ ପ୍ରିୟା ଠାରୁ କିଏ, ଅଛି ଅଧିକ ଗୁଣର।
ଗଢିଛି କିଏ ସେ, ସେ କି କାରିଗର!