-文本歌词

-文本歌词

Kabya Keshari
发行日期:

ହେ, ସୋନା, ମୋ ସୋନା। ମୋ ସୋନା, ମୋ ବାବୁ। ଆଉ କେତେ ଦିନ ଏମିତି ନୀରବରେ ମୋତେ ଜାଳିବୁ। ଦିୱାନା ଦିଲ୍ କରିଛି ଭୁଲ୍। ମାନୁଛି ମୁଁ ବିଲକୁଲ୍। କେବେ ତୁ ମୋତେ ମାଫ୍ କରିବୁ? ମୋ ସୋନା, ମୋ ବାବୁ। I LOVE YOU. I LOVE YOU. YES, I DO. ତୁ ମୋର ସୋନା, ତୁ ମୋର ଜାନା, ତୁ ମୋର ତମ୍ମନା। ତୋ ପାଇଁ ସୋନା, ବେ କାବୁ ଦିଲ୍, ହୋଇଛି ଦିୱାନା। ତୋ ପାଇଁ ସୋନା, ଆସିଛି ଛାଡି, ମୁଁ ସାରା ଜମାନା। ହେ ସୋନା, ମୋ ସୋନା, ସୋନା। ଏ ଦିଲ୍ ସିନା ମୋର। ହେଲେ ପ୍ରତିଟି ଧଡ୍ କନ୍ ରେ ନାମ ତୋହରି। ଏ ଆଖି ସିନା ମୋର। ହେଲେ ପ୍ରତିଟି ପଲକ ରେ ଆଦା ତୋହରି। ଗଲା କଥା ଗଲା, କହୁଛି ସରି। ଗଲ୍ ତି କୁ ମନୁ ଯା ବିଶରି। ତୁ ହିଁ ତ ମୋ ଆର୍ ଜୁ। ମୋ ସୋନା, ମୋ ବାବୁ। I LOVE YOU. I LOVE YOU. YES, I DO.